- Hits: 373
ସରକାରୀ ଗାଇଡଲାଇନକୁ ଉଲ୍ଲଙ୍ଘନ: ଛାତ୍ରାବାସରେ ନରହି ଆସୁଛି ବିଦ୍ୟୁତ ଓ ପାଣି ବିଲ ,ତେଜୁଛି ଛାତ୍ର ଅସନ୍ତୋଷ l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଓଡ଼ିଶା କ୍ରୁଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଚିପିଲିମା ସ୍ଥିତ କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚଳିତ ଶିକ୍ଷ୍ୟାବର୍ଷ ର ବର୍ଦ୍ଧିତ ଶୁଳ୍କ ଫି ଆଦାୟ କୁ ନେଇ...








