ହେଡଲାଇନସ୍:

ପରଲୋକରେ ପୂର୍ବତନ ପୋଲିସ ଅଧିକାରୀ ବ୍ରଜ କିଶୋର ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର ୨୮/୬ ( )ଶୁକ୍ରକାର ରାତ୍ର ୩.୫୦ ମିନିଟରେ ତାଙ୍କର ପରଲୋକ ହୋଇଛି । ସେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ର ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ଧରି ସଜ୍ଜାଶାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ପ୍ରଥମେ କନେଷ୍ଟବଲ ରୁ ଚାକିରୀ ଆରମ୍ଭ କରି ସବଇନିସ୍‌ପେଷ୍ଟର ରେ ଅବସର ଗ୍ରହଣ କରିଥିଲେ । ତାଙ୍କର କର୍ମମୟ ଜୀବନ ବାଲେଶ୍ଵର ଓ ଭଦ୍ରକ ର ବିଭିନ୍ନ ଥାନା ଓ ଫାଣ୍ଡି ରେ କଟିଥିଲା । ମୃତ୍ୟୁ ସମୟରେ ତାଙ୍କ ନିକଟରେ ବଡ ଭାଇ ବୀରକିଶୋର ଦାସ ,ସ୍ତ୍ରୀ ସଞ୍ଜୁଲତା ଦାସ , ପୁଅ,ବହୁ ଭଉଣୀ ଭିଣୋଇ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଜନ୍ମ ମାଟି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ପଢୁଆଁ ଠାରେ ଶେଷକୃତ ସଂପର୍ଣ କରାଯାଇଛି । ତାଙ୍କର ଏକ ମାତ୍ର ପୁତ୍ର ଡାକ୍ତର କୃତବିଦ୍ୱା ଦାସ ମୁଖାଗ୍ନି ଦେଇଥିଲେ ।

0
0
0
s2sdefault