- Hits: 424
ଆଖି ବୁଜିଦେଲେ ବିଧାୟକ ମଦନ ମୋହନ : ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ
ବାଲେଶ୍ୱର : ବାଲେଶ୍ୱର ସଦର ବିଧାୟକ, ବିଜେପିର ବରିଷ୍ଠ ନେତା ତଥା ଟାଣୁଆ ତୃଣମୂଳ ସଂଗଠକ ଶ୍ରୀ ମଦନ ମୋହନ ଦତ୍ତ ଅକାଳ ଦେହାନ୍ତ ହୋଇଯାଇଛି | ତାଙ୍କ ବିୟୋଗରେ ବାଲେଶ୍ୱର ମାଟି ଜଣେ ଦରଦୀ ଓ ଲୋକପ୍ରିୟ ଜନନେତାଙ୍କୁ ହରାଇଲା l ବାଲେଶ୍ୱର...












