ହେଡଲାଇନସ୍:

ସାଢେ ପାଞ୍ଚଲକ୍ଷ ଫେରିଲେଣି, ଆହୁରି ଫେରିବେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : କରୋନା ଲକ ଡାଉନ ହଟିବା ପରେ ଏବେ ପ୍ରବାସରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ | ଦେଶର ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଗତକାଲି ୩,୬୩୫ ଜଣ ଓଡ଼ିଆ ଭାଇଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡିକରୁ ଓଡ଼ିଶାକୁ ୫,୫୩,୯୪୫ ଜଣ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି |

0
0
0
s2sdefault