ହେଡଲାଇନସ୍:

ମୟୂରଭଞ୍ଜ : ଚିକିତ୍ସାଧୀନ ଥିବା ୭୮ କରୋନା ସଂକ୍ରମିତ ମଧ୍ୟରୁ ସୁସ୍ଥ ହୋଇ ଫେରିଲେ ୧୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରୁ  ୬୫ ଜଣ କରୋନା ସଂକ୍ରମିତମାନେ କୋଭିଡ଼ ହସପିଟାଲରେ ଚିକିତ୍ସା ହେଉଥିଲେ । ଏମାନଙ୍କ ମଧ୍ୟରୁ ଆଜି ୧୧ ଜଣ ସୁସ୍ଥ ହୋଇ ଫେରି ଆସିଥିବା ବେଳେ ଅବଶିଷ୍ଟ ୫୪ ଜଣଙ୍କର ଚିକିତ୍ସା ଜାରି ରହିଛି ।  ତେବେ  ଜିଲ୍ଲାରେ ଦୁଇ ଦିନ ଧରି କୌଣସି ନୂଆ ପଜିଟିଭ କେଶ ସାମନାକୁ ଆସି ନଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରୁ ୧୨୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୭ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି ।

 

0
0
0
s2sdefault