- Hits: 3356
ଦେଶୀ ବନ୍ଧୁକ ସହିତ ଧରା ହେଲା ଡାସିଂ ଲୁଟେରା
ବରଗଡ :- ଚେହେରା ଦେଖିଲେ ଜିଏଭି ଧୋଖା ଖାଇଯିବ । ପ୍ରଥମ ନଜରରେ ଦେଖିଲେ ଲାଗିବ କୋଣସି ଚଳଚିତ୍ର ର ହିରୋ । କିନ୍ତୁ ସତ୍ୟତା ଠିକ ବିପରୀତ । ଏହି ସୁନ୍ଦରିଆ ଚେହରା ପଛରେ ରହିଛି ଏକ ପେଷାଦାର ଅପରାଧୀ । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଞ୍ଚଲର...









