- Hits: 205
୭ ଦିନରେ ସଂକ୍ରମିତ ହେଲେ ୫୪ ଜଣ ଛାତ୍ରଛାତ୍ରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ବିଦ୍ୟାଳୟ ଖୋଲିବାର ସାତ ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ୫୪ ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଜି ମଧ୍ୟ ୨୨ ଜଣ କୋରୋନା ପଜିଟିଭ ଥିବା ଜଣାଯାଇଛି। ଏ ମଧ୍ୟରୁ ୧୩ ଜଣ ନର୍ସିଂ...