- Hits: 512
ଆବାସ ଯୋଜନା ଅନିୟମିତତା କୁ ନେଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରିଲେ ଯୋଜନା ରୁ ବାଦ ପଡ଼ିଥିବା ଶତାଧିକ ମହିଳା |
କାମାକ୍ଷାନଗର/ରିତେଶ ବ୍ରହ୍ମା:କାମାକ୍ଷା ନଗର ବ୍ଲକ ରେ ଆବାସ ଯୋଜନା ଅନିୟମିତତା କୁ ନେଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରିଲେ କାଦୁଆ ପଂଚାୟତ ର ଆବାସ ଯୋଜନା ରୁ ବାଦ ପଡ଼ିଥିବା ଶତାଧିକ ମହିଳା |ସୂଚନା ମୁତାବକ ଗ୍ରାମପଂଚାୟତ ର ମୋଟ ୧୭୫ ଜଣକ...












