- Hits: 361
ବିଶ୍ୱ ଷ୍ଟ୍ରୋକ୍ ଦିବସ: ସନ୍ତୁଳିତ ଜୀବନଶୈଳୀ ଓ ସତର୍କତା ଷ୍ଟ୍ରୋକ୍ରୁ ରକ୍ଷା କରିପାରିବ-କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର,୨୮ । ୧୦: ସାମାନ୍ୟ ଅବହେଳା ବ୍ରେନ ଷ୍ଟ୍ରୋକ୍ (ମସ୍ତିଷ୍କାଘାତ) ବା କେବଳ ଷ୍ଟ୍ରୋକର କାରଣ ହୋଇପାରେ । ମସ୍ତିଷ୍କକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହେଲେ ମସ୍ତିଷ୍କାଘାତ ହୋଇଥାଏ । ରୋଗୀର ଜୀବନ ବଞ୍ଚାଇବା ପାଇଁ ଷ୍ଟ୍ରୋକ୍...








