- Hits: 832
ବେଲଗୁଣ୍ଠାରେ ସାଇବର୍ ସଚେତନତା ରଥକୁ ବ୍ୟାପୁଳ ସ୍ୱାଗତ: ପଥପ୍ରାନ୍ତ ନାଟକ ମାଧ୍ୟମରେ ଅପରାଧ କମେଇବା ପାଇଁ ଉଦ୍ୟମ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସାରା ରାଜ୍ୟରେ ସାଇବର୍ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାର ଅତ୍ୟଧିକ ଶୀକାର ହେଉଛନ୍ତି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଲୋଭରେ ପଡୁଥିବା ଯୁବକ ଯୁବତୀ ।ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ...









