ହେଡଲାଇନସ୍:

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର: ଗତ ୫ ବର୍ଷ ପୁର୍ବେ ବ୍ରହ୍ମପୁର ଟାଉନ ଥାନା ରେ ନାବାଳିକା ନିରୁଦିଷ୍ଟ ମାମଲା ପରିବାର ତରଫରୁ ରୁଜ୍ଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ଜଣାପଡିଲା ଯେ ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଗ୍ରାମର ବିକ୍ରମ ଦାସ ନାମକ ଜଣେ ଯୁବକ ନିଖୋଜ ନାବାଳିକା କୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ରେ ରଖିଛି। ପୋଲିସ ଉଭୟଙ୍କ କାବୁ କରି ବ୍ରହ୍ମପୁର ଆଣିଥିଲେ ଓ ନାବାଳିକା ର ବୟାନ୍ କୁ ନେଇ ବିକ୍ରମ ନାମରେ ଦୁଷ୍କର୍ମ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ବିକ୍ରମ ଜାମିନ ରେ ମୁକଳିଥିଲା। ଏହି ମାମଲାରେ ମାନ୍ୟବର ଅଦାଲତ ୧୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ବିକ୍ରମ କୁ ନିର୍ଦୋଷରେ ଖଲାସ କରିଛନ୍ତି।

0
0
0
s2sdefault