ହେଡଲାଇନସ୍:

ହରିଡ଼ାଗୋଠ ଶ୍ରୀ ବାଣେଶ୍ଵର ମନ୍ଦିରରେ ମହାଶିବରାତ୍ରି ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୬/୨- ବାଣେଶ୍ଵର ମନ୍ଦିର କମିଟି,ହରିଡ଼ାଗୋଠ,ନରଣପୁର ,କେନ୍ଦୁଝର ଠାରେ ସଭାପତି ଶ୍ରୀଯୁକ୍ତ ନେତ୍ରାନନ୍ଦ ମହାନ୍ତ, ସମ୍ପାଦକ ଶ୍ରୀଯୁକ୍ତ ଗୋବିନ୍ଦ କୁମାର ଭାଜି ଓ ମନ୍ଦିରର ପ୍ରତିଷ୍ଠାତା ସ୍ଵର୍ଗତ ଶ୍ରୀ ବାମଦେବ ମିଶ୍ରଙ୍କ ପତ୍ନୀ ଶ୍ରୀମତୀ ମନୋରମା ପତିଙ୍କ ତତ୍ତ୍ଵାବଧାନରେ ମନ୍ଦିରର ନୀତି ଓ ପ୍ରସାଦ ବଣ୍ଟନ ସହ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବହୁ ଆଡ଼ମ୍ବରରେ ଶାନ୍ତି ଶୃଙ୍ଖଳା ସହିତ ଦେବକାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ କମିଟିର ସଭ୍ୟ ଶ୍ରୀ ଚନ୍ଦ୍ରଭାନୁ ମହାକୁଡ଼ ଓ କମିଟିର ଅନ୍ୟ ସମସ୍ତ ସଭ୍ଯ ସୂଚାରୁ ରୂପେ ତୁଲାଇ ଥିଲେ। କୀର୍ତ୍ତନ ସହିତ ବେଢା ପରିକ୍ରମା କରାଯାଇଥିଲା।

0
0
0
s2sdefault