ବେଲଗୁଣ୍ଠା. -(ଶିବରାମ ଚୌଧୁରୀ )-.ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର 23 ତମ ବାର୍ଷିକ କ୍ରୀଡା ଉଛବ ଉଦଘାଟନ 49ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇ ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିବା ବେଳେ ଏହି ଉଛବରେ ଅନୁଷ୍ଠାନ ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଓ ସମାଜସେବୀ ଜ୍ୟୋତିରଞ୍ଜନ ନାୟକ ଯୋଗଦେଇ ମାନବ ଜୀବନ ର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରୋଗୀ ଜୀବନଯାପନ ପାଇଁ ନିତାନ୍ତ ଆବଶ୍ୟକ କ୍ରୀଡା ବୋଲି ଶିଶୁ ଖେଳାଳି ଙ୍କୁ ଉଦବୋଧନ ଦେଇଥିଲେ. ଏଥିସହ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ. ଯଥା ସୁଲୋଚନା ଡାକୁଆ. ପୂଜାରାଣୀ ଦଳେଇ. ଦୀପ ଦାସ. ଶୁଭସ୍ମିତା ଡାକୁଆ. ରାଜଲଷ୍ମୀ ଆପଟ. ଓ ଅନ୍ୟମାନେ ସହଯୋଗ ରେ ମହାଡମ୍ବର ରେ ଉଦ୍ଘାଟନ ହୋଇଯାଇଛି. ଏହି କ୍ରୀଡା ତିନିଦିନ ଧରି ଚଳିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି.
ରାଜ୍ୟ
ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର 23ତମ ବାର୍ଷିକ କ୍ରୀଡା ଉଦଘାଟନ
- Hits: 5











