ହେଡଲାଇନସ୍:

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ସୁନାଲଲି ଗ୍ରାମର ଉଦୟ ସାହୁଙ୍କର ପୁଅ ଗତ ୩ ଦିନ ହେଲା ନିଖୋଜ ଥିଲେ ଓ ପିତା ଉଦୟ ଗ୍ରାମ ବାସୀ ଙ୍କ ସହଯୋଗ ରେ ବହୁତ୍ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। କିନ୍ତୁ ଗତକାଲି ଗାଁ ନିକଟସ୍ଥ ରୁଷିକୁଲ୍ୟା ନଦୀରେ କୌଣସି ବ୍ୟକ୍ତିଙ୍କର ଶବ ଭାସୁଥିବା ଗାଁ ଲୋକେ ଦେଖିଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ପହିଲି ର ମୃତ୍ୟୁକୁ ନେଇ ଗାଁ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି।

0
0
0
s2sdefault