ହେଡଲାଇନସ୍:

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୁଣୁପୁରରେ ପହଞ୍ଚିଲା ଓଡ୍ରାଫ ଟିମ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ବାତ୍ୟା ମିଗ୍ ଜୋମ । ମିଗ୍ ଜୋମ ପ୍ରଭାବରେ ପାଗରେ ପରିବର୍ତନ ଘଟିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ କରିଛି ପାଣି ପାଗ ବିଭାଗ । ରାୟଗଡା ଜିଲ୍ଲା ଗୁଣୁପୁରରେ ପାଗ କୋହଲା ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟାଜନିତ ବିପର୍ଜୟ ମୁକାବିଲା ପାଇଁ ଗୁଣୁପୁରରେ ପହଁଚିଛନ୍ତି ଓଡ୍ରାଫ ଦଳ । ସବ ଇନ୍ସପେକେଟର ପ୍ରଦୀପ କୁମାର ଦୋରାଙ୍କ ନେତୃତ୍ଵରେ ଏକ 31 ଜଣିଆ ଓଡ୍ରାଫ ବାହିନୀ ସମସ୍ତ ପ୍ରକାର ସରଞ୍ଜାମ ସହିତ ଗୁଣୁପୁରରେ ପହଁଚିଛନ୍ତି । ସମସ୍ତ ପ୍ରକାର ବିପର୍ଜୟକୁ ସାମାନା କରିବାକୁ ଆମ ଓଡ୍ରାଫ ଦଳ ପ୍ରସ୍ତୁତ ରହିଛି ।

 

0
0
0
s2sdefault