ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନରେ ଠାରେ ବିଜେଡ଼ି ମୋ ପରିବାର, ବିଜୁ ଛାତ୍ର ଓ ଯୁବ ଜନତା ମିଲିତ ଅନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ଶିବିରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ସ୍ୱୟମ୍ଭୁନାଥ ଖଣ୍ଡଖଣ୍ଡଗିରି, ସରକାରୀ ଓକିଲ ଶ୍ରୀନିବାସ ଚାନ୍ଦ୍,ସତ୍ଯଞ୍ଚିବ ମିଶ୍ର, ଯତୀନ ପାଣିଗ୍ରାହୀ, ଆତ୍ମାର ଅଧ୍ୟକ୍ଷ ଆଲୋକ ଦେହୁରୀ, , ବ୍ଲକ ଯୁବ ବିଜେଡ଼ି ସଭାପତି ନାରାୟଣ ଲୁହା, ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ଶୈଳରଞ୍ଜନ ବାଦୀ ଓ ସୁରୁ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତ ସଂଗ୍ରହରେ ଡା ବିଶ୍ବନାଥ ରଥ, ସୁବର୍ଣ୍ଣପୁର ଜିଲ୍ଲା ରକ୍ତ ଭଣ୍ଡାରର ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଦରୁଆନ, ଯୁଧିଷ୍ଠିର ନାଏକ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ବୀରମହାରାଜପୁର ବିଜେଡି ପକ୍ଷରୁ "ଜୀବନ ବିନ୍ଦୁ "ରକ୍ତ ଦାନ ଶିବିର ଅନୁଷ୍ଠିତ ।
- Hits: 301