ହେଡଲାଇନସ୍:

ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରକଳ୍ପର ସେକୁଲାରକରଣ ସର୍ବଥା ଅଦୁରଦର୍ଶିତାପୂର୍ଣ୍ଣ : ଶଙ୍କରାଚାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପୁରୀ (ଶାସକ ପ୍ରଶାସକ) : ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ | ସେ ତାଙ୍କ ବାର୍ତ୍ତାରେ କହିଛନ୍ତି "ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପର ସମ୍ପୂର୍ଣ୍ଣ ସ୍ୱାଗତ | ତଥାପି ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରକଳ୍ପର ସେକୁଲାରକରଣ ସର୍ବଥା ଅଦୁରଦର୍ଶିତାପୂର୍ଣ୍ଣ ନିଶ୍ଚୟ ଅଟେ।" 

 "श्रीरामभद्र के मन्दिर-निर्माण के प्रकल्प का पूर्ण स्वागत है; तथापि धार्मिक और आध्यात्मिक प्रकल्प का सेकुलरकरण सर्वथा अदूरदर्शितापूर्ण अवश्य है ।"

0
0
0
s2sdefault