- Hits: 2161
ହାତୀ ଆକ୍ରମଣ ରୁ ଅଳ୍ପକେ ବର୍ତିଲେ ଚାରି ପ୍ରାଣୀ
ଘର ଭାଙ୍ଗିଲା , ଖାଦ୍ୟ ଖାଇଗଲା ହାତି ବରଗଡ :- ଗତକାଲି ମଧ୍ୟ ରାତ୍ରି ପରେ ଆଜି ଭୋର ପୂର୍ବରୁ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତ ର ପତ୍ରାପାଳି ଗ୍ରାମରେ ଶ୍ରୀ ମଧୁସୂଦନ ମାଝୀ ଘରେ ତାଙ୍କ ସ୍ତ୍ରୀ , ମାଆ , ଛୁଆ ସହିତ ଶୋଇ ଥିବା...