ପାଳିଲେ ଜନତା କର୍ଫ୍ୟୁ , ତାଳି ମାରି କୃତଜ୍ଞତା ବି ଜଣାଇଲେ 

http://www.youtube.com/watch?v=4MPviQCTgHM Bhubaneswar (Shasak Prashasak) : ରାଜ୍ୟରେ ମହାମାରୀ କରୋନାର ମୁକାବିଲା କରୁଛନ୍ତି ରାଜ୍ୟ ସରକାର | ନେଇଛନ୍ତି ସବୁ ପ୍ରକାର ପ୍ରତିଷେଧକ ପଦକ୍ଷେପ | ଘୋଷଣା କରିଛନ୍ତି ଲକ ଡାଉନ | ଆଉ ତା ନିଜ କର୍ତ୍ତବ୍ୟ ଅନୁପାଳନ ଭିତରେ ପାଳିଛନ୍ତି…

ମାର୍ଚ୍ଚ ୩୧ ଯାଏ ସବୁ ଯାତ୍ରୀବାହୀ ଟ୍ରେନ ବାତିଲ 

ପାଟଣାଗଡ଼ (ଶାସକ ପ୍ରଶାସକ) ମାର୍ଚ୍ଚ ୩୧ ରାତି ୧୨ଟା ଯାଏ ଦେଶର ସବୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ ହୋଇଛି |  କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବୋର୍ଡର ନେଇଛି ଏହି ନିଷ୍ପତ୍ତି |  ସବୁ ଏକ୍ସପ୍ରେସ, ମେଲ୍‌, ପ୍ରିମିଅମ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଥିବା କୁହାଯାଇଛି…

ସରକାର ବର୍ଗୀକୃତ କଲେ ବିଭାଗ :  କିଏ ଆସିବେ, କିଏ ନଆସିଲେ ଚାଲିବ  

 ୨୫ ବିଭାଗ କର୍ମଚାରୀ ଅଫିସ ନଆସିଲେ ଚଲିବ, ହେଲେ ୫ ଟି ବିଭାଗ ଓ ଏସଆରସି-ଓସଡମା ପାଇଁ ବାଧ୍ୟତାମୂଳକ  ଭୁବନେଶ୍ୱର:ରାଜ୍ୟରେ କାରଣ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ରାଜ୍ୟର ୫ଟି ଜିଲ୍ଲା ଏବଂ ୮ଟି ସହରରେ ଲାଗୁ କାରାଯାଇଛି ଲକ୍ ଡାଉନ୍ । ୨୨ ତାରିଖରୁ…

 ମୂଲ୍ୟବାନ କାଠ ସହ ମିନିଟ୍ରକ ଓ ବାଇକ ଜବତ, ୪ ଗିରଫ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନ ବିଭାଗ ପକ୍ଷରୁ ଆମ୍ବିଳି ଝର ନିକଟରେ ମୂଲ୍ୟବାନ କାଠ ବୋଝେଇ ୪୦୭ ମିନିଟ୍ରକ, ଏକ ବାଇକ ଜବତ କରବା ସହ କାଠ ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ଓଏଜି ୬୧୭୭ ନମ୍ବର ୪୦୭ ମିନି ଟ୍ରକରେ ଶଗୁଆନ, ଶାଳ, ହଳନ୍ଦ, ଜାମ…

ବୁଗୁଡା ବ୍ଲକ ଓ ସହରରେ ଜନତା କର୍ଫ୍ୟୁ ପ୍ରତି ସ୍ୱତଃସ୍ଫୁର୍ତ୍ତ ସମର୍ଥନ 

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଇଥିବା ଆହ୍ୱାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସହଯୋଗ…

ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା :ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚତେନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା…

ଆବର୍ଜନାରେ ଭର୍ତ୍ତି ହେମସାଗର ପୋଖରୀ, ଦେଖିଲେ ଛାତି କୁଣ୍ଢେମୋଟ ହେଇଯାଉଛି 

 ନାମ ଦେବୋତ୍ତର  ବିଭାଗର, ସରକାରୀ ରେକର୍ଡରେ ପୌରପରିଷଦ  ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ଅପାରଗତାକୁ ଦାୟୀ କଲେ ସେବାୟତ ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ନିମନ୍ତେ ୧୩୯.୭୩ ଲକ୍ଷ ଟଙ୍କାର କାମ ପାଇଁ ହୋଇପାରୁନି ଟେଣ୍ଡର  ବାରିପଦା(ଦିଲ୍ଲୀପ ମହାନ୍ତି)-ଉପଯୁକ୍ତ ରକ୍ଷଣାବେକ୍ଷଣ…

ପଦ୍ମପୁର ଉପଖଣ୍ଡରେ ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ସ୍ୱତଃସ୍ଫୁର୍ତ୍ତ ସମର୍ଥନ

ପଦ୍ମପୁର/ ଶାସକ ପ୍ରଶାସକ : ସାରା ବିଶ୍ବକୁ ଏବେ କରୋନା ଭୂତାଣୁ ଭୟ । କରୋନା କୁ ଦମନ କରିବା ପାଇଁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି । ସେହି କ୍ରମରେ ପଦ୍ମପୁର ଉପଖଣ୍ଡର ଜନସାଧାରଣ ମଧ୍ୟ…

ନବୀନଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ର କଲେ ସମର୍ଥନ ,ନବୀନ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ୫ ଜିଲ୍ଲା ଓ ୮ଟି ପ୍ରମୁଖ ସହରରରେ ଘୋଷଣା କରିଥିବା ଲକ ଡାଉନକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ ଧର୍ମେନ୍ଦ୍ରଙ୍କ ଏ ସମର୍ଥନ…