ଜନ୍ମଦିନରେ ଲିମ୍ବ ଗଛ ଚାରା ବାଣ୍ଟିଲେ ସବ୍ୟସାଚୀ

0

ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା)ସିନେ ତାରକା ସବ୍ୟସାଚୀ ,ତାଙ୍କର ଆଜି  ଜନ୍ମ ଦିନ । ବେଶ ଧୁମ ଧାମରେ ପାଳନ କରିଛନ୍ତି ତାଙ୍କ ଫ୍ୟାନ। ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସବ୍ୟସାଚୀଙ୍କ ଫ୍ୟାନମନେ ତାଙ୍କ ସହ କେକ୍ କାଟି ସେଲଫି ଉଠାଇ ମଜା ନେଇଥିଲେ । ନିଜେ ସବ୍ୟ ମଧ୍ୟ ତାଙ୍କ ଜନ୍ମଦିନ ପ୍ରଶଂସକଙ୍କ ଗହଣରେ ବିତାଇଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ।ସବ୍ୟସାଚୀ ତାଙ୍କ ଜନ୍ମ ଦିନକୁ ନିଆରା କରିବାପାଇଁ ୬୦ଟି ଲିମ୍ବ ଗଛ ଚାରା ତାଙ୍କ ଫ୍ୟାନଙ୍କୁ ବାଣ୍ଟିଥିଲେ ଏବଂ ଏହାକୁ ସବ୍ୟସାଚୀ ଭାବି ଯତ୍ନର ସହକାରେ ବଡ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.