ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଚିତ୍ର ଶିଶୁ ଜନ୍ମ

0

 

ମାଲକାନଗିରି 5/10- ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଏକ ବିଚିତ୍ର ଶିଶୁର ଜନ୍ମ ହୋଇଥିଲା.। ଆଜି ସନ୍ଧ୍ୟା ୭ଟା ସମୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗର୍ଭ ଯନ୍ତ୍ରଣା ଯୋଗୁ ମାଲକାନଗିରି ବାଲିମେଳା ଅଂଚଳର ସନ୍ତୋଷ ସାହୁଙ୍କ ପତ୍ନୀ ରୀତା ସାହୁ ହସ୍ପିଟାଲଲାଜ ଚିକିତ୍ସା ଲାଗି ଭର୍ତି ହୋଇଥିଲେ।  ରୀତା ଗର୍ଭରୁ ଏକ ବିଚିତ୍ର ଶିଶୁ ଜନ୍ମ ଲାଭ କରିଥିଲା । ଯାହାକୁ ଦେଖିବା ପାଇଁ ଚିକିତ୍ସାଳୟରେ ଲୋକଙ୍କ ଭିଡ଼ ହୋଇଥିଲା । ଜନ୍ମ ହେବା ପରେ ତାର ଶିଶୁଟିର ମୃତ୍ୟୁ ଘଟିଥିଲା । ଉକ୍ତ ଶିଶୁର ଗୋଟିଏ ଆଖି ଥିବା ବେଳେ ମୁଣ୍ଡ ମଝିରେ କପାଳ ଥିବା ଦେଖିବାକୁ ମିଳିଥିଲା । 

Leave A Reply

Your email address will not be published.