ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲକଇଠା ଗ୍ରାମ ରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ପହଞ୍ଚି , ଗ୍ରାମ ର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଲେ। ଗ୍ରାମବାସି ଙ୍କ ଠାରୁ ଯାହା ବି ସମସ୍ୟା ଗ୍ରାମ ର ରହିଛି ସମସ୍ୟା କୁ ତୁରନ୍ତ ସମାଧାନ କରିବେ ବଲି ବିଧାୟକ ଗ୍ରାମବାସି ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରଥମେ ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମବାସି ବିଧାୟକ ଙ୍କୁ ଫୁଲ ତଡା ଦେଇ ସ୍ବାଗତ ଜଣାଇଥିଲେ ,ପରେ ନିର୍ମାଣ ଚାଲିଥିବା ସରକାରୀ କାମ ଗୁଡ଼ିକୁ ତଦାରକ କରିବା ସହ ଭଳ କାମ କରିବା ପାଇଁ ଠିକାଦାର ଙ୍କୁ ଜଣାଇଥିଲେ। ଗ୍ରାମ ରେ ଥିବା ସମସ୍ୟା ବିଷୟରେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ କୁ ବୁଝି ଥିଲେ। ଯାହାବି ସମସ୍ୟା ରହିଛି ତୁରନ୍ତ ପଦକ୍ଷେପ ନେବାନେଇ ବିଧାୟକ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହି ଗ୍ରସ୍ତ ସମୟରେ ଜିଲ୍ଲା ପରିଷଦ ଏସ ବାଲାରାଜୁ ସ୍ଥାନୀୟ ସରପଞ୍ଚ ସମିତି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.