ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଗ ପ୍ରଶିକ୍ଷକ ଙ୍କ ବୈଠକ

4

ବାସୁଦେବପୁର- ବାସୁଦେବପୁର ଡାକ୍ତର ଖାନା ପରିସରରେ ଥିବା ଯୋଗ ଶିକ୍ଷା କେନ୍ଦ୍ର ପରିସରରେ ଯୋଗ ଶିକ୍ଷକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଭାପତି ସୁରେଶ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ,ରାଜ୍ୟ କୋଷାଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ ,ବ୍ଲକ୍ ସଂଯୋଜକ ରଞ୍ଜିତ କୁମାର ବିଶ୍ଵାଳ ,ସହସଂଯୋଜକ- ଦୀପ୍ତି କାନ୍ତ ନାୟକ ଓ ବିଷ୍ଣୁ ଚରଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଯୋଗ ଶିକ୍ଷକ ମାନଙ୍କ ର ୩୦ ଦିନ କାର୍ଯ୍ୟ ଦିବସ ତଥା ପାରିଶ୍ରମିକ ବୃଦ୍ଧି ନେଇ ଆଲୋଚନା ହୋଇ ଥିଲା । ଏ ସଂପର୍କ ରେ ଅଧିକାରୀ ମାନଙ୍କୁ ଲିଖିତ ଆକର ରେ ପ୍ରଦାନ କରଯାଇଛି ବୋଲି ସୂଚନା ଦେଇଛନ୍ତି।ବ୍ଲକ ର ସମସ୍ତ ଯୋଗ ଶିକ୍ଷକ ଏହି ବୈଠକ ରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.