ଇନଫ୍ରା ନିର୍ଦେଶକ ପ୍ରତାପ ପଣ୍ଡାଙ୍କୁ ଜାମିନ ଅଘଟଣ By SPNEWS On Oct 16, 2017 0 Share ବମିଖାଲ ଫ୍ଲାଏଓଭର ଭଙ୍ଗା ଘଟଣା : ଗିରଫ ହୋଇଥିବା ପଣ୍ଡା ଇନଫ୍ରା ନିର୍ଦେଶକ ପ୍ରତାପ ପଣ୍ଡାଙ୍କୁ ମାନ୍ୟବର ହାଇକୋର୍ଟ ଦେଲେ ସର୍ତ୍ତ ମୂଳକ ଜାମିନ । ନିର୍ଦେଶ ଦେଲେ ତଳ କୋର୍ଟ ଧାର୍ଯ୍ୟ କରିବେ ସର୍ତ୍ତ ସେପ୍ଟେମ୍ବର ୧୧ ତାରିଖରେ କମିସସନରଟେ ପୋଲିସ ତାଙ୍କୁ କରିଥିଲା ଗିରଫ । 0 Share FacebookTwitterGoogle+ReddItWhatsAppPinterestEmail