Browsing Category

ରାଜ୍ୟ

ଆସନ୍ତାକାଲିଠାରୁ ସାମୂହିକ ଛୁଟିରେ ଯିବେ ଯୋଗାଣ ସହାୟକ, ବାଧାପ୍ରାପ୍ତ ହୋଇପାରେ ରାସନ ବଣ୍ଟନ

ବେଲଗୁଣ୍ଠା-୧୩/୭-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଯୋଗାଣ ସହାୟକମାନେ ନିଜର ଦୀର୍ଘ ଦିନର ନ୍ୟାଯ୍ୟ ଦାବି ପୂରଣ ନେଇ ଆସନ୍ତା ୧୪ ଜୁଲାଇ ୨୦୨୬ ଠାରୁ ସାମୂହିକ ଛୁଟିରେ ଯିବା ସହ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଏ ନେଇ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ…

ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଡିଟ୍…

କେନ୍ଦ୍ରାପଡ଼ା:୧୩/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ…

ସିବିଆଇ ତଦନ୍ତକୁ ନେଇ ଝାରସୁଗୁଡ଼ାରେ ରାଜନୈତିକ ତାତି, ମୁହାଁମୁହିଁ ବିଜେଡି-ଭାଜପା

ଝାରସୁଗୁଡ଼ା, ୧୩: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ାର ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ବିଜେଡି ଓ ଭାଜପା ପରସ୍ପର ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିବା ବେଳେ ଉଭୟ ଦଳ…

ବଲାଙ୍ଗୀର ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଙ୍କ ହାତରେ ନେତୃତ୍ୱ ର ଡୋରି:ବିଭାଗ ବଣ୍ଟନ ସହ ଶପଥ ପାଠ

ବଲାଙ୍ଗୀର,ତା.୧୩/୦୭/୨୦୨୬:ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ର ମୀନା ମଞ୍ଚ ଏବଂ ନବମ ଓ ଦଶମ ଶ୍ରେଣୀ ର ଛାତ୍ର କ୍ୟାବିନେଟ ଗଠନ ପରେ ମନୋନୀତ ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର…

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର ତା ୧୩.୦୭.୨୦୨୬- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…

ହରେକୃଷ୍ଣ ନଗର ଶ୍ରୀ ଶ୍ରୀ ନିତାଇ ଗୌର ଆଶ୍ରମର ବାର୍ଷିକ ଉତ୍ସବ

ବେଲଗୁଣ୍ଠା,୧୩/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନିକଟସ୍ଥ ସାଦରା ରୋଡ୍ ସ୍ଥିତ ହରେକୃଷ୍ଣ ନଗର ଶ୍ରୀ ଶ୍ରୀ ନିତାଇ ଗୌର ଆଶ୍ରମର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଠାଧୀଶ ରାଜେନ୍ଦ୍ର ମହାରାଜଙ୍କ ପୌରୋହିତ୍ୟତେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟ ମିଶନ୍ ର…

ଡ୍ରାଇଭର କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ।

ଗତ କିଛି ଦିନ ତଳେ ସଦର ଥାନା ଅନ୍ତର୍ଗତ କୃପାସିନ୍ଧୁ ପୁର ଶାସନ ର ପ୍ରସାନ୍ତ ଦାସ ନାମକ ଜଣେ ଗାଡି ଡ୍ରାଇଭରକୁ ବିଭିନ୍ନ ଅସାମାଜିକ କାର୍ଯ୍ୟ ନିମନ୍ତେ ନିକଟସ୍ଥ ଗ୍ରାମର ଆର୍ ଶିବରାମ ନାମକ ଜଣେ ଅସାମାଜିକ ଯୁବକ ଡାକିଥିଲେ। କିନ୍ତୁ ପ୍ରସାନ୍ତ ମନା କରିବାରୁ ତାକୁ ଶିବରାମ କିଛି ଦିନ ହେଲା…

ଯାତ୍ରା ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରଥ ଯାତ୍ରା ବା ଗହଳି ଜନିତ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହିସ୍ଥାନକୁ ଗଲେ ବିଭିନ୍ନ୍ ଭୂତାଣୁ ସଂକ୍ରମଣ ଯୋଗୁ ଫ୍ଲୁ ଜାତୀୟ ରୋଗ, ଥଣ୍ଡା, ଜ୍ୱର, ଆକ୍ଷିଧରା, କୋଭିଡ଼ ହେବ। ଭିଡର ଧୂଳି,…

ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ…

ଶୁଭଲକ୍ଷ୍ମୀର ମହିଳା କଲ୍ୟାଣ ପାଣ୍ଠି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା, ଏହା ଏକ ଅନନ୍ୟ ପଦକ୍ଷେପ ଯାହା ସମାଜ କଲ୍ୟାଣକୁ ସୁଦୃଢ଼ କରିବାରେ ସଦସ୍ୟଙ୍କ ଯୋଗଦାନକୁ ସୁଦୃଢ କରିଛି । ଝାରସୁଗୁଡ଼ା, ଓଡ଼ିଶା; ୧୧ ଜୁଲାଇ ୨୦୨୬: ପରିବର୍ତ୍ତନଶୀଳ ସାମୁଦାୟିକ ବିକାଶ ପ୍ରୟାସ…

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି :…

* ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। * ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ବହିଷ୍କାର ହୋଇଥିଲେ। ଭୁବନେଶ୍ୱର : ପୂର୍ବତନ ବିଜେଡି ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଆଜି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡି…