କନ୍ଧମାଳ ଜିଲ୍ଲାରୁ ଚାଲାଣ ହୋଇଥିବା ଆଦିବାସୀ ମହିଳାଙ୍କ ପତ୍ତା ନାହିଁ 

ସତ୍ୟ ଲୁଚାଇବା ପାଇଁ ମାରିଦେବାକୁ ଉଦ୍ୟମ କରାଯାଉଛି ବୋଲି  ଅଭିଯୋଗ କଲେ ବିଧାୟକ  ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ଶ୍ରମ ଆଇନ୍ ଅନୁଯାୟୀ, ଦାରିଦ୍ର୍ୟ ତଥା ପେଟ ବିକଳରେ ରୋଜଗାର ଉଦ୍ଦେଶ୍ୟରେ ଦାଦନ ଖଟିବା ପାଇଁ କିମ୍ବା ଦଲାଲ୍ମାଙ୍କ ମିଥ୍ୟା ପ୍ରରୋଚନାରେ ପଡ଼ି ବାହାରକୁ ଯାଉଥିବା…

 ଜାମସେଠ ପ୍ରିମିୟର ଲିଗ ଉଦଘାଟିତ: ସେମିରେ ମାଣ୍ଡୋସିଲ

  ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପାଇକମାଳ ଜାମସେଠ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି…

ଉପଜିଲ୍ଲାପାଳଙ୍କ ଡ୍ରାଇଭର ଓ ଚପରାଶିଙ୍କୁ ଅବସର ସମ୍ୱର୍ଦ୍ଧନା ।

ଯାଜପୁର(ଜୟଶଙ୍କର ଦାଶ) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯାନ ଚାଳକ ବସନ୍ତ କୁମାର ଦାଶ ଓ ଚପରାଶି ମଧୁସୂଦନ ମହାପାତ୍ରଙ୍କୁ ଶୁକ୍ରବାର ପୂର୍ବାହ୍ନରେ ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଚ୍ଥି ।   ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା…

ମୁଖ୍ୟମନ୍ତ୍ରୀ ବାଂଟିଦେଇ ଗଲେ : ପଟ୍ଟା ଧରି ଭକୁଆ 

   ହରଭଙ୍ଗା ବ୍ଲକରେ ଭୂମିହିନ ପରିବାରଙ୍କୁ ପଟ୍ଟାବଂଟନ ନାଁରେ ପ୍ରହସନ ୫ ବର୍ଷ ହେଲା ରେକର୍ଡ  ଥାଇବି ମିଳିପାରୁନି ସରକାରୀ ଯୋଜନାର ସୁଫଳ ହରଭଙ୍ଗା , ବୌଦ୍ଧ (ସିମୁନ୍ ନାଏକ); ରାଜ୍ୟ ସରକାର ଭୂମିହିନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିହ ଯୋଗାଇଦେବା ପାଇଁ ପ୍ରତ୍ୟେକ…

 “ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ ସରକାର ଧୁତରାଷ୍ଟ୍ର “

କଣ୍ଟାମାଳରେ ଭାଜପା ମହିଳା ସୁରକ୍ଷାର ବିରାଟ ସାଧାରଣ ସଭା କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ରାଜ୍ୟରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବ୍ୟଭିଚାର ବୃଦ୍ଧି ପାଉଥିବା ବେଳେ ମହିଳା ମାନଙ୍କ ସୁରକ୍ଷା ବିପନ୍ନ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ବାଳିକା…

ସ୍ୱାଭିମାନ କଥା ବାହାନା : ଅରୁଣଙ୍କୁ ବଦ୍ନାମ କରିବା ଥିଲା ଯୋଜନା

  ଅରୁଣଙ୍କ ବିରୋଧରେ ଥିଲା ଯୋଜନାବଦ୍ଧ ଷଡଯନ୍ତ୍ର : ଧୀରେ ଧୀରେ ଖୋଲୁଛି ରାଜ  ବାରିପଦା(ଗିରିଜା ଦାଶ )- ଉତ୍ତର ଓଡ଼ିଶା ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ ଅରୁଣ ସାହୁଙ୍କ ବିରୋଧରେ ମଇ ୨୯ ମଙ୍ଗଳବାର…

ପରୀ ଏକ୍ସପ୍ରେସ ଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ : ବିଧାୟକ ଶ୍ରୀ ପୁରୋହିତ 

 ପରୀ ଏକ୍ସପ୍ରେସକୁ ପାଇକମାଲ ସହରରେ ସ୍ୱାଗତ  ପାଇକମାଲ/GOURANGA DASH/NILA DEEP -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି ।  ଏହି…

ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ 

ଗାଇସିଲେଟ / ନୀଳ ଦୀପ : ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବରଗଡ ଜିଲ୍ଲା ଗାଇସିଲେଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଗାଇସିଲେଟ ବିଡିଓ ସୁଧାଂଶୁ ଶେଖର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନୋଜ ପଣ୍ଡାଙ୍କ…

ସେପଟେ ନିଜ ପାଦ ତଳୁ ମାଟି ଖସିବାକୁ ବସିଲାଣି, ଏଠି ନେତାଙ୍କ ବାହାସ୍ପଷ୍ଟ ସରୁନି 

  ବିଜେପିକୁ ଲୋକ ତାର କର୍ମର ଉଚିତ ଜବାବ ଦେବେ : ବିଜୟ  ଭୁବନେଶ୍ୱର,: ଦେଶର ୧୦ଟି ରାଜ୍ୟର ୧୪ଟି ବିଧାନସଭା ଓ ଲୋକସଭା ଆସନ ଲାଗି ହୋଇଥିବା ଉପ-ନିର୍ବାଚନ ଫଳାଫଳରେ ବିଜେପି ଧରାଶାୟୀ ହୋଇଛି । ସଦାସର୍ବଦା ନିଜ ଢୋଲ ନିଜେ ପିଟିଆସୁଥିବା ବିଜେପିକୁ ଉପ-ନିର୍ବାଚନରେ ବଡ଼ ଝଟ୍‍କା ଲାଗିଛି ।…

ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ  ମାଧ୍ୟମ

ଛତିଶି ଦେବିଲିରେ ସହଭାଗିତା କାର୍ଯ୍ୟକ୍ରମ  ଯାଜପୁର, (ଜୟଶଙ୍କର ଦାଶ)   ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ  ମାଧ୍ୟମ । ସମସ୍ତ ଯୋଜନାର ସଫଳତା ପାଇଁ ସହଭାଗିତାର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଚେତନ କରାଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି…