ଜୀବନରେ ହାରିବା ଅପେକ୍ଷା ଚେଷ୍ଟା କରିବା ନିହାତି ଜରୁରୀ :ନରସିଂହ

  ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା  ବଲାଙ୍ଗିର/NIROJ MISHRA -ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କୁଟୁମଡୋଲା  ଠାରେ ବଲାଙ୍ଗିର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ବଲାଙ୍ଗିର ଚାମ୍ଫିୟାନ, ଭୁବନେଶ୍ୱର ରନର୍ସ ଅପ 

୫୮ତମ ଆନ୍ତଃଜିଲ୍ଲା ସାହାଣୀ କପ ଫୁଟବଲ ଉଦ୍ଯାପିତ    ବଲାଙ୍ଗିର/ NIROJ MISHRA - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଏବଂ ଫାଓ ଓଡିଶା ଆନୂକୁଲ୍ୟରେଆୟୋଜିତ ୫୮ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧିଷ୍ଟାଡିୟମରେ ଉଦ୍ୟାପିତ ହୋଇଯାଇଛି । ବଲାଙ୍ଗିର ୩-୨ ଗୋଲରେ…

ସାହିତ୍ୟ ସମାଜକୁ ଋଦ୍ଧିମନ୍ତ କରେ

  ଓଡିଶା ସାହିତ୍ୟ ଏକାଡେମୀ ଆଲୋଚନା ଚକ୍ରରେ ବକ୍ତାଙ୍କ ମତ ବଲାଙ୍ଗିରରୁ ନିରୋଜ ମିଶ୍ର - ସାହିତ୍ୟ ସମାଜକୁ ୠଦ୍ଧିମନ୍ତ କରେ । ସମାଜକୁ ଦିଗଦର୍ଶନ ଦିଏ । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ  ଆଲୋଚନା ଚକ୍ରରେ ଯୋଗ ଦେଇ ପଦ୍ମଶ୍ରୀ ଡ଼ଃ ଶ୍ରୀନିବାସ ଉଦ୍ଗାତା ଏ ମତ ପ୍ରକାଶ କରିଛନ୍ତି…

କଲ୍ୟାଣ ମଣ୍ଡପରେ ଚାଲୁଛି ‘ଦେହ କଲ୍ୟାଣ ସେବା’!

ମଣ୍ଡପ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଧବା ମହିଳା କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡାର ଜଣେ କଲ୍ୟାଣମଣ୍ଡପ ଓନରଙ୍କ ବିରୋଧରେ ଜଣେ ବିଧବା ମହିଳା ଆଣିଛନ୍ତି ଗୁରୁତର ଅଭିଯୋଗ  । କୁଆଡେ ବିବାହାର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ବିଧବା ମହିଳାଙ୍କୁ ଆଣି ତାଙ୍କୁ…

ମୟୁରଭଞ୍ଜ ଜିଲ୍ଲା ବିଜେପି ଜେଲ ଯିବା ଥୟ, କଟକରୁ ଗିରଫ କଲା ଭୁବନେଶ୍ୱର ପୋଲିସ 

  ମୟୂରଭଞ୍ଜ: ମାତ୍ର ସପ୍ତାହକ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ଲଗାତାର ଦ୍ଵିତୀୟ ଝଟକା!  ତିନିଦିନ ତଳେ ବିପୁଳ ବିସ୍ଫୋରକ ସାମଗ୍ରୀ ସହ କଣ୍ଟାବାଂଜ଼ୀ ବ୍ଲକ ସଭାପତ ଗିର ଫହୋଇଥିଲା କୋଟିଏ ଟଙ୍କାର ଜମି ଜାଲିଆତି ମାମଲାରେ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର…

ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷା ବିପର୍ଯ୍ୟସ୍ତ : ଏବିଭିପି

  ଛାତ୍ରୀ ସୁରକ୍ଷା  ସମ୍ବେଦନଶୀଳ ଅବସ୍ଥାରେ ପହଞ୍ଚିଛି              ଭୁବନେଶ୍ୱର :  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନଙ୍କୁ ନେଇ ଆୟୋଜିତ ଏକ ଦିବସୀୟ କାର୍ଯ୍ୟଶାଳା ବରମୁଣ୍ଡାସ୍ଥିତ ଏବିଭିପିର ପ୍ରାନ୍ତ କାର୍ଯ୍ୟାଳୟରେ…

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିିତ

ଭୁବନେଶ୍ୱର  : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଶତବାର୍ଷିକ ପାଳନ ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀମତୀ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ଇନ୍ଦିରା ପାର୍କଠାରେ ଥିବା…

କେନ୍ଦ୍ରମନ୍ତ୍ରୀ ପ୍ରସାଦଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ

 ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିଥିଲେ । ସେଠାରେ ସେ ଶୀଗଣେଶ, ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ପୂଜାର୍ଚନା କରିଥିଲେ । ଏହି  ଅବସରରେ ବିଜେପି…

ବିଜେପି ଜିଲା ସଭାପତି କୃଷ୍ଣଚନ୍ଦ୍ର-ବିଜେପି ଜିଲା ସଭପତିଙ୍କ ବାସଗୃହରେ ଭୂବନେଶ୍ୱର କମିଶନରେଟ ପୁଲିସର ଚଢ଼ାଉ 

  ସୂଚନା ପାଇ ଆଖି ସାମନା ଦେଇ ଫେରାର ହୋଇଗଲେ ସୁରକ୍ଷା ଦେବାକୁ ଆଗେଇ ଆସି ବିଜେଡ଼ିର ଚକ୍ରାନ୍ତ ବୋଲି ଚିତ୍ରଣ କଲେ ବିଜେପି- ବିଜେଡ଼ିର ଚକ୍ରାନ୍ତ କହି ଖସି ପାରିବେ ନାହିଁ ଦୁର୍ନୀତିଗ୍ରସ୍ତ ବିଜେପି ନେତା କୃଷ୍ଣଚନ୍ଦ୍ର –ବିଜେଡ଼ି ବାରିପଦା/ଦିଲ୍ଲୀପ ମହାନ୍ତି - ଆମେ ଶାସକ ପ୍ରଶାସକରେ…

ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂଙ୍କୁ ବିଜେଡି ସମ୍ପାଦକ ବିଜୟଙ୍କ ଜବାବ : ଚାଷୀକୁଳକୁ ଧୋକା ଦେଇ ବିଜେପି କୁମ୍ଭୀର…

  ଚାଷୀ ଆତ୍ମହତ୍ୟା ନିଶ୍ଚିତ ଦୁଃଖଦାୟକ,ହେଲେ ଚାଷୀର ଭାବପ୍ରବଣତାକୁ ନେଇ ରାଜନୀତି ଲଜ୍ଜ୍ୟାଜନକ ଅରୁଣ ସିଂ ଆଗ ନିଜ ଅଗଣାକୁ ଦେଖନ୍ତୁ, ମହାରାଷ୍ଟ୍ରରେ କେତେ ଚାଷୀ ଆତ୍ମହତ୍ୟା କଲେଣି ? ଚାଷୀଙ୍କ ପ୍ରତି ବିଜେପିର କେତେ ଦରଦ ତାହା ମଧ୍ୟପ୍ରଦେଶରେ ପ୍ରମାଣିତ ହୋଇଛି…