ସଲିଳ ନ ସିଞ୍ଚି ଦୂରୁ ଦଣ୍ଡବତ, କରିବାକୁ ଛନ୍ତି ଲୋକ ଶତଶତ : ଉତ୍କଳମଣିଙ୍କ ସ୍ମୃତି ଏବେ ଲଟା ବୁଦା ଆଢୁଆଳରେ
ଏଇଠି ଦିନେ ବାସ କରୁଥିଲେ ବାରିପଦା ପୌରସଂସ୍ଥାର ପ୍ରଥମ ଉପାଧ୍ୟକ୍ଷ ତଥା ଓଡିଆ ଜାତିର ମଉଡମଣି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶ । ତାଙ୍କର ଏଇ ପୂଣ୍ୟପୀଠକୁ ଐତିହାସିକ ସ୍ମାରକୀ କରିବାରେ ବାରିପଦା ପୌର ପରିଷଦ, ରାଜ୍ୟ ସରକାର ତଥା ପୂଜପୂଜା ପ୍ରାଣ ବାରିପଦିଆଙ୍କ ଭିତରେ ଆଗ୍ରହ ପ୍ରକାଶ…