ପିସି କାରବାର ବନ୍ଦ କରାଯିବା ଓ ଯୁବକଙ୍କୁ ରୋଜଗାର ଦାବିରେ ବିଜେପି ଯୁବ ମୋର୍ଚ୍ଚାର ଅଫିସ୍ ଘେରାଉ
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଆଇଟିଡ଼ିଏ ଅଫିସ ସମ୍ମୁଖ ରେ ରାୟଗଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚା ପକ୍ଷରୁ ପିସି କାରବାର ବନ୍ଦ କରାଯିବା ଓ ଯୁବକଙ୍କୁ ରୋଜଗାର ଦାବିରେ ଅଫିସ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ରାୟଗଡ଼ା ଜିଲ୍ଲା ଯୁବ…