ଓଡିଶାର ବିନା ନେତୃତ୍ୱରେ ଭାରତ ସମୃଦ୍ଧଶାଳୀ ହେବା ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ
ପାଇକ ସଂଗଠନ ସମୂହର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରମନ୍ତ୍ରୀ
ଚଳିତ ନିର୍ବାଚନର ବଳିଦାନ ୨୦୦ ବର୍ଷ ପୂର୍ବେ ହୋଇଥିଲା ଓଡିଆ ଦୁଃସାହସୀ ଯୁବକ କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲା ଓଡିଶାରେ ଷ୍ଟିଲ ଆଧାରିତ ମାନୁଫ୍ୟାକ୍ଚରିଂ ହବର କଳ୍ପନା…