ଆଶିଷ୍ ମିଶ୍ର “”ଜନହିତ ରାଷ୍ଟ୍ରୀୟ ସମ୍ମାନ”ରେ ସମ୍ମାନୀତ
ଭୁବନେଶ୍ୱର: ଜନହିତ ଟ୍ରଷ୍ଟ ପକ୍ଷରୁ ବିଶାଖାପାଟଣା ସ୍ଥିତ ପବ୍ଲିକ୍ ଲାଇବ୍ରେରୀ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଜାତୀୟ ଏବଂ ରାଜ୍ୟସ୍ତରୀୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତବି େି ଶଷ ମାନଙ୍କୁ ସମ୍ବର୍ଦ୍ଧିତ…