ଓଡ଼ଗାଁ ଶ୍ରୀସତ୍ୟସାଇ ସେବା ସମିତିର ଆବାହକଙ୍କ ଶପଥ ଗ୍ରହଣ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ରାଜ୍ୟ ଶ୍ରୀସତ୍ୟସାଇ ସେବା ସଂଗଠନ ସଭାପତି ନାରାୟଣ ସରଙ୍କ ଅନୁମୋଦନ କ୍ରମେ ନୟାଗଡ ଜିଲ୍ଲା ଓଡ଼ଗାଁ ଶ୍ରୀସତ୍ୟସାଇ ସେବା ସମିତିରେ ମଙ୍ଗଳବାର ସନ୍ଧ୍ୟାରେ ନୂତନ ଭାବେ ମନୋନୀତ ହୋଇଥିବା ଚନ୍ଦନ କୁମାର ପାତ୍ର ଆବହକ ଭାବରେ ଶପଥ ଗ୍ରହଣ କରିଥିଲେ ।…

ଓଏଏସ୍ ପାଇଥିବା ଅର୍ଜୁନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ 

ପଦ୍ମପୁର(ଶାସକ ପ୍ରଶାସକ): ଜାନୁଆରୀ ରେ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ର ଫଳାଫଳ ରେ ୧୧୪ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ପଦ୍ମପୁର ବ୍କକ ବରିହାପାଲି ଗ୍ରାମର ଅର୍ଜୁନ ମାଝୀଙ୍କୁ ନେଇ ଅଞ୍ଚଳରେ ବହୁ ଖୁସି ଏବଂ ଗର୍ବର ମହୋଲ ରହିଛି। ପଦ୍ମପୁର ପୂର୍ବତନ ବିଧାୟକ ତଥା…

ଗଡ଼ିଲା “ସମ୍ପର୍କ ରଥ” : ୧୦ ଦିନ ଧରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ବ୍ୟାପି କରାଇବ…

http://www.youtube.com/watch?v=mtFp9YM9z8k ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିିିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ  ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସାମାଜିକ ସ୍ୱେଚ୍ଛାସେବୀ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସାମାଜିକ ସ୍ୱେଚ୍ଛାସେବୀ ଦିବସ କାଶୀନଗର ବ୍ଲକ ଅନ୍ତର୍ଗତ କେ . ସୀତାପୁର ଠାରେ ପାଳିତ ହୋଇଯାଇଛି ।  ଏକ ସ୍ୱଚ୍ଛ , ସଂକଳ୍ପ ବଦ୍ଧ ଓ…

ମାଲାଙ୍ଗସୁଗା ଠାରେ ପ୍ରତିଷ୍ଠା ହେବ ଏକଲବ୍ୟ ଆବାସିକ ବିଦ୍ୟାଳୟ

ଘୁ.ଉଦୟଗିରି/ ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ଠାରେ ସରକାରଙ୍କ ପକ୍ଷରୁ କଳିଂଗିଆ ଗ୍ରାମ ପଂଚାୟତର ମାଲାଙ୍ଗସୁଗା ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ ହେବା ନେଇ ସୂଚନା ମିଳିଛି I ଆବାସିକ ବିଦ୍ୟାଳୟ ତିଆରି ପାଇଁ ଆବଶ୍ୟକ ମୁତାବକ ଜମି ପ୍ରଶାସନ ପକ୍ଷରୁ ପ୍ରଦାନ ମଧ୍ୟ…

ପ୍ରସିଦ୍ଧ ଚିକିତ୍ସକ ଏବଂ ସମାଜସେବୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶୋକ

ପାଟନା: ବିଶିଷ୍ଟ ସମାଜବାଦୀ ନେତା ଏବଂ ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଧର୍ମପତ୍ନୀ  ତଥା ପ୍ରସିଦ୍ଧ ଚିକିତ୍ସକ ଏବଂ ସମାଜସେବୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଗଭୀର ଶୋକ ଓ ସମବେଦନା ବ୍ୟକ୍ତ କରିଛନ୍ତିା ତାଙ୍କର…

ବୋଡାସମ୍ବର କପ କ୍ରିକେଟ: ଆରୱାଇସିସି ରାଉରକେଲା ସେମି ଫାଇନାଲରେ 

ପଦ୍ମପୁର(ଶାସକ ପ୍ରଶାସକ):ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ବୁଧବାର ଚତୁର୍ଥ  ଦିବସରେ ଅନୁଷ୍ଠିତ ହୋଇଥିଲା । ଗ୍ରୁପ ବି ର ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚରେ…

ଚେୟାର ପାଇଁ ଚାଲିଛି ସଂଗୀତ ଚୌକି, ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ନେବା ବାକି 

ସମୀର ନହେଲେ ପୃଥ୍ୱୀରାଜ : ଏଥର ଉପକୂଳକୁ ସଭାପତି ପଦ ନିଶ୍ଚିତ ଭୁବନେଶ୍ୱର( ଶାସକ ପ୍ରଶାସକ): ବିଜେପିର ରାଜ୍ୟ ସଭାପତି ପଦ ଲଗାତାର ଭାବେ ପଶ୍ଚିମ ଓଡିଶା ହାତରେ ରହି ଆସିଥିବା ବେଳେ ଚଳିତ ଥର କିନ୍ତୁ ଉପକୂଳ ହାତକୁ ଆସିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି | ନିର୍ବାଚନ ହେବାର ସମ୍ଭାବନା…

ଗନ୍ଧମାର୍ଦନ ଗୁପ୍ତେଶ୍ୱର ପୀଠରେ ମକର ମିଳନ

ପଦ୍ମପୁର/ ଶାସକ ପ୍ରଶାସକ  :- ଗନ୍ଧମାର୍ଦନ ପାଦ ଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର ଅନ୍ୟତମ ମୁଖ୍ୟ ପୀଠ ଭାବେ ପରିଗଣିତ ଗୁପ୍ତେଶ୍ୱର ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ମକର ମିଳନ ଉତ୍ସବ ପାଳିତ ହୋଇଯାଇଛି। ଗୁପ୍ତେଶ୍ୱର ପୀଠ ସଭାପତି ଅନନ୍ତ ଧାରୁଆ ଓ ବିକ୍ରମ…

ହାଇୱା ଗାଡିରେ ବେଆଇନ ଭାବରେ ବାଲିଚାଲାଣ , ୨୦ ହଜାର ଟଙ୍କା ଫାଇନ୍ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳରେ ହାଇୱା ଗାଡିରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ଧରା ପଡିବାରୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଓଡି ୧୮ଇ ୨୧୮୧ ନମ୍ବର ବିଶିଷ୍ଟ ଏକ ହାଇୱା ଗାଡିରେ ବାଲି…