ମଂଚେଶ୍ୱରଠାରେ ଓଡିଶା ମୋ ପରିବାର ଅନୁକୁଲ୍ୟରେ ବିଶାଳ ଜୀବନ ବିନ୍ଦୁ ରକ୍ତଦାନ ଶିବିର: ୪୦୯ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର (ଚକ୍ରଧର ମାଝୀ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଯେଉଁ ସଂକଳ୍ପ ଓ ବିଶ୍ଵାସ, ଓଡ଼ିଶାରେ କୌଣସି ଲୋକ ରକ୍ତ ବିନା ମୃତ୍ୟୁ ବରଣ କରିବେ ନାହିଁ ତାହା ଆଜି ଓଡିଶା ମୋ ପରିବାର ଅନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ସଫଳ ହୋଇଛି । ଆଜି ଉତ୍ତର…