ଆଖି ଥାଇ ଅନ୍ଧ, କାନ ଥାଇ ବଧିର କେନ୍ଦୁଝରଗଡ଼ ନଗରପାଳିକା
ଅନ୍ୟ କଥା ସବୁ ଆଖିକୁ ଦିଶୁଛି, ଏଇଟା କେମିତି ଦିଶୁନି !
ସ୍ୱଚ୍ଛତା ରଖିବ କଣ, ରାସ୍ତା କଡେ ଢାଳୁଛି ଅଳିଆ ।
କେନ୍ଦୁଝର: କେନ୍ଦୁଝର ସହର ମଝିରେ ଥିବା କିମିରିଡୋଲୀ ମଶାଣି ପାର୍ଶ୍ୱରେ ଜାତୀୟ ରାଜପଥକୁ ଲଗାଇ କେନ୍ଦୁଝରଗଡ଼ ନଗରପାଳିକା ସହରର ଆବର୍ଜନା ପକେଇ ଏବେ ପୂତି ଗନ୍ଧମୟ ପରିବେଶ…