ଯାଦବ ମହାସଭାର ଯାଦବ ସମ୍ମିଳନୀ ।

କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକଠାରେ କାଶୀପୁର ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ଯାଦବ ସମ୍ମିଳନୀ ଆୟୋଜନ ହୋଇଯାଇଛି। ଯାଦବ ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ ନେଇ ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳରୁ ଯାଦବ ବ୍ଯକ୍ତି ବିଶେଷ ସମ୍ମିଳନୀରେ ଯୋଗ ଦେଇଥିଲେ।…

ଖୁସି ଖବର : ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାରେ ଗବୋନରୁ ଫେରୁଛନ୍ତି ଆଉ ୫ ଶ୍ରମିକ

ଅନ୍ୟ ୧୧ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ଭୂବନେଶ୍ବର, ୩୦।୧୧- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଚଳିତ ମାସ ୨୬ ତାରିଖରେ…

ନବରଙ୍ଗପୁରରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଚାଲିଲା ୪୪ଟି ବସ୍, ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ- ଉପକୃତ ହେବେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍ ନବରଙ୍ଗପୁର ଉପରେ ମୋର ସ୍ୱତନ୍ତ୍ର ଧ୍ୟାନ ଅଛି, ଅନେକ…

ରାସ ଉତ୍ସବ ଓ ବାଲିଯାତ୍ରା ରେ ଯୋଗଦେଲେ ମନ୍ତ୍ରୀ ରିତା ସାହୁ

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳ ରେ ଚାଲିଛି ରାସ ଉତ୍ସବ । ଆଉ ଏହି ଅବସରରେ ଆୟୋଜିତ ହୋଇଛି କଂସ ଦରବାର । ଏଥିରେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରିତା ସାହୁ । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ…

ଗୁରୁତର ବରୁଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଓଡିଶା- ମୋ ପରିବାର

ଭୁବନେଶ୍ଵର: ଯେପରି ରକ୍ତ ଅଭାବରୁ କୋଣସି ବ୍ୟକ୍ତିର ଜୀବନ ବିପଦରେ ନ ପଡ଼ିବ, ସେଥିପ୍ରତି ସର୍ବଦା ଧ୍ୟାନ ରଖିଆସୁଛି ଓଡ଼ିଶା-ମୋ ପରିବାର । ଦିନ ହେଉ ଅବା ରାତି, ଯେ କୌଣସି ସମୟରେ ରକ୍ତ ଯୋଗାଡ଼ ପାଇଁ ଓଡ଼ିଶା-ମୋ ପରିବାରକୁ କେହି ଯୋଗାଯୋଗ କଲେ, ତୁରନ୍ତ ରକ୍ତ ଯୋଗାଇ ଦିଆଯାଉଛି । ଏହି…

ଗଣକବି ନିଜ ସର୍ଜନା ମାଧ୍ୟମରେ ସମାଜର ମାର୍ଗଦର୍ଶକ ତଥା ଉଚ୍ଚତର ଚେତନାର ଉତ୍ପ୍ରେରକ ଥିଲେ – ରାଜ୍ୟପାଳ

ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ବିଶିଷ୍ଟ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ଗଣକବି ସମ୍ମାନ ଭୁବନେଶ୍ୱର(ତା.୨୯/୧୧)- ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ, ପ୍ରତିରୂପ ଓ ପ୍ରତିଛବି । ସମାଜର ପ୍ରତ୍ୟେକ ଦୃଶ୍ୟ ଓ ଘଟଣା ସାହିତ୍ୟରେ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟପାଳ…

ଅଞ୍ଚଳ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ଜାତୀୟ ଆଲୋଚନା ଚକ୍ର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଜାତୀୟ ଆଲୋଚନା ଚକ୍ର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ଦ୍ଵାରା ଆୟୋଜନ ହେବାକୁ ଯାଉଥିବା " National Education Policy-2020: Outcome…

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀ ର ଦ୍ଵିତୀୟ ଦିନରେ ଡାକ୍ତରଖାନା ସଫେଇ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ଦ୍ଵିତୀୟ ଦିବସ ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଦିବସରେ ଯୁକ୍ତ ଦୁଇ ଏବଂ ଯୁକ୍ତ…

ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର

ଭୁବନେଶ୍ୱର, ନଭେମ୍ବର 29, 2023 - ଆଜି TCS ଭୁବନେଶ୍ବର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, TCS ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ : ବିତ୍ତୀୟ ଖର୍ଚ୍ଚ ଓ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର:,ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପ୍ରକଳ୍ପ ସମାପ୍ତି ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତିା ଆଜି…