- Hits: 1282
ଓଡିଶାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ବଳବତ୍ତର : ୧୧ ଜିଲ୍ଲାରେ ସପ୍ତାହାନ୍ତ ସମ୍ପୂର୍ଣ ଲକ ଡାଉନ
ଜୁନ୍ ରେ କରୋନା ଆହୁରି ବଢିପାରେ, ଜୁନ୍ ମାସ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ ଜୁଲାଇ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ କୋଚିଂସେଣ୍ଟର ବନ୍ଦ ମାସ୍କ ନ ପିନ୍ଧିଲେ ଜୋରିମାନା, ପ୍ରଥମ ଦିଥର ୫୦୦,୩ୟ ଥରଠୁ ୧୦୦୦...








