ଏଲ.ଆଇ.ସିରେ ଆଇପିଓକୁ ବିରୋଧ ,ଘର ପରିିବାରରୁ ଆରମ୍ଭ ପ୍ରତିିବାଦ ଝାରସୁଗୁଡ଼ା :(ସୁଭାଷ ସହାରେ) ଭାରତୀୟ ଜୀବନ ବୀମା ନୀଗମର ୬୪ତମ ପ୍ରତିିଷ୍ଠା ଦିିବସ ଅବସରରେ ପଲିିସିଧାରୀ,ଅଭିିକର୍ତା,ଉନ୍ନୟନ ଅଧିକାରୀ,କର୍ମଚାରୀ,ଅଧିକାରୀ ଓ ସାମୟିକ...
ଏଲ.ଆଇ.ସିରେ ଆଇପିଓକୁ ବିରୋଧ ,ଘର ପରିିବାରରୁ ଆରମ୍ଭ ପ୍ରତିିବାଦ ଝାରସୁଗୁଡ଼ା :(ସୁଭାଷ ସହାରେ) ଭାରତୀୟ ଜୀବନ ବୀମା ନୀଗମର ୬୪ତମ ପ୍ରତିିଷ୍ଠା ଦିିବସ ଅବସରରେ ପଲିିସିଧାରୀ,ଅଭିିକର୍ତା,ଉନ୍ନୟନ ଅଧିକାରୀ,କର୍ମଚାରୀ,ଅଧିକାରୀ ଓ ସାମୟିକ...
ଚଳିତ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କଲେ ଜିଲ୍ଲାପାଳ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସେପ୍ଟେମ୍ବର ମାସ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା , କରୋନା ଜନିତ କଟକଣାରେ ବହୁତ କିଛି କୋହଳ...
ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ନୀରବ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବିଚାରଧାରା ଓ ଚିନ୍ତାଧାରା ସମସ୍ତଙ୍କୁ ଦୀର୍ଘ ସମୟ ଧରି ମାଗଦର୍ଶନ ଦେବ ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର...
ଟିଟିଲାଗଡ(ଗୌରବ ଦରଜୀ): ସମୟ ଥିଲା ଚାଷୀ ମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ।ପରେ ଧାନ ବୁଣୁ ଥିଲେ।ଭଲ ବର୍ଷା ହେଲେ ଚାଷୀ ମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ।କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀ ମାନେ ସାର ବ୍ୟବହାର...
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ଶୋକସଭା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ସନ୍ଧ୍ୟାରେ ...