ହେଡଲାଇନସ୍:

ଦେଶରେ ଉପରମୁହାଁ, ଓଡ଼ିଶାରେ ବି : ୨୪ ଘଂଟାରେ ୩୦ ଜିଲ୍ଲାରୁ ୩୬୩୧/୮ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୩ ,୮୮୩  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୪୩  ଜଣଙ୍କ ମୃତ୍ୟୁ ହୋଇଛି | ସାରାଦେଶରେ କରୋନା ଉପର ମୁହାଁ ହୋଇଥିବା ବେଲେ ରାଜ୍ୟରେ ବି ଧାରା ସେଇଆ | ଆଜି ଅର୍ଥାତ ଗତ ୨୪ ଘଣ୍ଟା ଭିତରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩୧ ଜଣ ପଜିଟିଭ | ସେମାନଙ୍କ ମଧ୍ୟରୁ ୨୨୧୪ ଜଣ କବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ୧୭ ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଗତ ୨୪ ଘଣ୍ଟା ଭିତରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଗତକାଲି  ୩୩୦୩ଜଣ ସୁସ୍ଥ ହୋଇଥିଲେ | ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ଚିହ୍ନଟ ହୋଇଛନ୍ତି ୧୧୩୪୧୧ଜଣ |  ଏଯାବତ  ୮୪୦୭୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟଆକ୍ରାନ୍ତଙ୍କ ସଂଖ୍ୟା  ୨୮୭୬୩ ରହିଛି |  ସର୍ବାଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ୭୨୨ ଜଣ | ତା ପଛକୁ କଟକରୁ  ୩୭୦, ମୟୁରଭଞ୍ଜରୁ  ୩୬୫ ଓ  ବରଗଡ଼ରୁ ୨୩୮ଜଣ ଚିହ୍ନଟ ହୋଇଛନ୍ତି | 

Covid-19 Report For 2nd September

New Positives Cases: 3631

In quarantine:   2214

Local contacts: 1417

New Recoveries: 3303

Cumulative Tested: 1950591

Positive: 113411

Recovered: 84073

Active Cases: 28763

District Wise Cases

1. Angul: 41

2. Balasore: 114

3. Bargarh: 238

4. Bhadrak: 186

5. Balangir: 39

6. Boudh: 27

7. Cuttack: 370

8. Deogarh: 11

9. Dhenkanal: 56

10. Gajapati: 9

11. Ganjam: 107

12. Jagatsinghpur: 79

13. Jajpur: 127

14. Jharsuguda: 80

15. Kalahandi: 27

16. Kandhamal: 44

17. Kendrapada: 85

18. Keonjhar: 80

19. Khurda: 722

20. Koraput: 93

21. Malkangiri: 55

22. Mayurbhanj: 365

23. Nawarangpur: 46

24. Nayagarh: 100

25. Nuapada: 49

26. Puri: 157

27. Rayagada: 111

28. Sambalpur: 68

29. Sonepur: 50

30. Sundargarh: 95

0
0
0
s2sdefault