- Hits: 7265
ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ରାୟପୁର ପୋଲିସ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ଛତିଶଗଡ଼ ରାୟପୁର କୁ ଯାଉଥିବା ବଡ଼ପଣ୍ଡା ବସ ରାଇପୁର ପହଂଛିବା ପରେ ରାୟପୁର ପୋଲିସ ଏହି ବସ ଉପରେ ଚଢ଼ାଉ କରି ପ୍ରାୟ 16 kg ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ସହିତ ବହୁ ପରିମାଣରେ ପ୍ରତିବନ୍ଧିତ ଗୁଟକା...












