ବହୁଦିନ ପରେ ଗଂଜାମ ଶହେ ତଳେ, ମୃତ୍ୟୁ ସଂଖ୍ୟା ୧୦
ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ରାଜ୍ୟରେ ୩୮୨୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ (ଗତ୨୪ ଘଣ୍ଟା ଭିତରେ ) ଚିହ୍ନଟ ହୋଇଛନ୍ତି ୩୮୬୧ ଜଣ | ଆଉ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୧୦ ଜଣ | ଆଜି ଘୋଷିତ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ ୨୨୭୮ ଜଣ ସଂଗରୋଧରୁ ଓ ୧୫୮୩ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୨୫୯୦ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୯୨ ରେ ପହଂଚିଛି | ଏଯାବର ୯୬୩୬୪ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୯୧୯ ରହିଛି | ରାଜ୍ୟରେ ଏଯାବତ ୨୧୪୩୫୬୬ ଟି ନମୁନା ଯାଞ୍ଚ ହୋଇସାରିଲାଣି |
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୬୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୬ , ଅନୁଗୋଳ ୧୨୦, ବାଲେଶ୍ୱର ୧୦୫ , ବରଗଡ ୧୭୬ ,ଭଦ୍ରକ ୧୦୭, ଯାଜପୁର ୨୮୫ , ଝାରସୁଗୁଡା ୧୯୯ , ମୟୁରଭଞ୍ଜ ୧୨୨ , ପୁରୀ ୨୦୦ , ରାୟଗଡା ୧୫୩ , ସୋନେପୁରରୁ ୧୧୭ ଜଣ ଆଉ ନୂଆ କରି ବର୍ଗିକୃତ ହୋଇଥିବା ଷ୍ଟେଟ ପୁଲରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 6th September
New Positives Cases: 3861
In quarantine: 2278
Local contacts: 1583
New Recoveries: 2590
Cumulative Tested: 2143566
Positive:127892
Recovered: 96364
Active Cases:30919
District Wise କ୍ୟାସେସ
1. Angul: 120
2. Balasore: 105
3. Bargarh: 176
4. Bhadrak: 74
5. Balangir: 75
6. Boudh: 22
7. Cuttack: 386
8. Deogarh: 12
9. Dhenkanal: 74
10. Gajapati: 14
11. Ganjam: 91
12. Jagatsinghpur: 86
13. Jajpur: 285
14. Jharsuguda: 199
15. Kalahandi: 28
16. Kandhamal: 25
17. Kendrapada: 83
18. Keonjhar: 66
19. Khurda: 767
20. Koraput: 86
21. Malkangiri: 33
22. Mayurbhanj: 122
23. Nawarangpur: 44
24. Nayagarh: 57
25. Nuapada: 48
26. Puri: 200
27. Rayagada: 153
28. Sambalpur: 77
29. Sonepur: 117
30. Sundargarh: 96
31. State Pool: 140