- Hits: 305
କେନ୍ଦ୍ରୀୟ ମାଛ ଚାଷ ଯୋଜନାରେ ଚାଷୀ ବେଶ ଉପକୃତ ହେଉଥିବା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବେ ଆମେ ମାଛ ଚାଷ କରି ସୀମିତ ଜାଗାକୁ ମାଛ ବିହନ ଓ ମାଛ ବିକ୍ରିବଟା କରୁଥିଲୁ , ବର୍ତ୍ତମାନ କିନ୍ତୁ ପ୍ରଧାନମନ୍ତ୍ରୀ ଭାରତ ନିର୍ମାଣ ଯୋଜନାରେ ଆମେ ଆମର ବିଭିନ୍ନ କିସମ ମାଛବିହନ ଓ...












