- Hits: 543
ପଟାଙ୍ଗୀ ଅଘଟଣରେ ଦୁଃଖ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ : ପ୍ରତ୍ୟେକ ପରିବାର ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା
ଭୁବନେଶ୍ୱର (ଶାସକ ପ୍ରଶାସକ) - ଧଳା ମାଟି ସଂଗ୍ରହ କରିବା ସମୟରେ ଅତଡ଼ା ଖସିବା କାରଣରୁ ମୃତ୍ୟୁବରଣ କରିଥିବା ପଟାଙ୍ଗୀର ୩ଜଣ ମହିଳାଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ...








