- Hits: 374
କୁନି କୁନି ପିଲାଙ୍କ ଗହଣରେ ଗାନ୍ଧୀ ଜୟନ୍ତୀ ପାଳିଲେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା
ରାୟଗଡରୁ ସରୋଜ କୁମାର ସାହୁ: ଆଜି ୧୫୨ ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା ତରଫରୁ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ କକ୍ଷରେ ପାଳନ କରାଯାଇଛି । ଓଡିଶା...









