- Hits: 1463
୫-ଟି କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ ପରେ ରୁନୁର ଚିକିତ୍ସା ତ୍ୱରାନ୍ୱିତ
କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କଲେଜ ପଢୁଆ ଆଦିବାସୀ ଝିଅ ରୁନୁ କିଶାନ୍ ଚିକିତ୍ସିତ ହେଉଛି । ହେଲେ ତାକୁ ଉନ୍ନତ ସେବା ଆବଶ୍ୟକତା ଉପରେ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇବା ସହ " ଶାସକ ପ୍ରଶାସକ" ରେ...








