ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ମାଲକାନଗିରି ଜିଲ୍ଲା ୧ ଦିନିଆ ଗ୍ରସ୍ତରେ ଆସି ମାଲକାନଗିରି ସଦର ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର...
ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ମାଲକାନଗିରି ଜିଲ୍ଲା ୧ ଦିନିଆ ଗ୍ରସ୍ତରେ ଆସି ମାଲକାନଗିରି ସଦର ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର...
ନେତାଜୀଙ୍କ ନାମରେ ନାମିତ ହେବ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ, ବ୍ୟୟ ହେବ ୬୫ କୋଟି। ଭୁବନେଶ୍ବର, (ଶାସକ ପ୍ରଶାସକ): କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍...
"ସ୍ବର୍ଗତ ଡ଼ ରାଓଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ କରାଯିବ " ଭୁବନେଶ୍ୱର (ଶାସକ ପ୍ରଶାସକ ) : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି |...
କଟକ (ଶାସକ ପ୍ରଶାସକ ) କରୋନା ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ସେ କଟକ ବଡ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ରାଜୀବ ପରେ ଶେଷରେ ଆଖି ବୁଜିଦେଇଛନ୍ତି ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ| ବୁଧବାର ଅପରାହ୍ନରେ ତାଙ୍କର...
ଝାରସୁଗୁଡା(ସୁବାସ ସାହାରେ : ଆଜିି ଝାରସୁଗୁଡା ଜିିଲ୍ଲା ଶ୍ରୀପୁରା ଗ୍ରାମର ଗ୍ରାମବାସୀ ଓ ମହିିଳାସଂଘ,ଏସ୍ .ଏଚ୍.ଜିି. ଗ୍ରୁପମହିିଳା ତଥା ମାଁ ଦୁର୍ଗତିିନାସନୀ ସଂଘ ତରଫରୁ ଜିିଲ୍ଲାପାଳ ଅଫିସରେ ଡେପୁଟି କଲେକ୍ଟରଙ୍କୁ ସ୍ମାରକ ପତ୍ର...