- Hits: 215
ଭାରତ ଜ୍ଞାନ ବିଜ୍ଞାନ ସମିତି ତରଫରୁ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ର ପରିସରରେ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭାରତ ଜ୍ଞାନ ବିଜ୍ଞାନ ସମିତିର ରାଜ୍ୟ ସମ୍ପାଦକ ବ୍ଲୋରିନ ମହାନ୍ତି ଙ୍କ ପରାମର୍ଶ କ୍ରମେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅନିଲ କୁମାର ବେହେରା, ରାଜ୍ୟ କର୍ମକର୍ତା ଶ୍ରୀଯୁକ୍ତ ଶୂଳପାଣି ଶତପଥୀ, ସମାଜ ସେବି...