- Hits: 625
ଅସମ୍ପୂର୍ଣ୍ଣ ଓ ନିମ୍ନମାନର କାର୍ଯ୍ୟ ଉପରେ ସ୍ପଷ୍ଟୀକରଣ ଦେଲା ଆରଡ଼ି ବିଭାଗ : ଟଙ୍କା ଆସିଲେ ବାକି କାମ ହେବ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ରହିବା ପାଇଁ ଏକ ଶହ ସଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ସମାଜ ମଙ୍ଗଳ ବିଭାଗର ଆର୍ଥିକ ଅନୁଦାନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧କୋଟି ୩୫ଲକ୍ଷ...












