- Hits: 1024
ମୁଖ୍ୟମନ୍ତ୍ରୀଙ୍କ ସେଇ ୮୦ ମଡେଲ ଆମ୍ବାସଡର କାର
ମାତ୍ର ୩ ଲକ୍ଷ ଟଂକାର ଗହଣା,୭ଟି ବ୍ୟାଙ୍କ ଏକାଉଣ୍ଟରେ ଅଛି ପ୍ରାୟ ୧.୩୦ କୋଟି ଟଙ୍କା ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବରୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା ଆସିଛି ପଦାକୁ । ଏବେ...