- Hits: 404
ବାଧ୍ୟତାମୂଳକ ଧାର୍ମିକ ପରିବର୍ତ୍ତନ ବନ୍ଦ ନହେଲେ “ଅତ୍ୟନ୍ତ ଜଟିଳ ପରିସ୍ଥିତି” ସୃଷ୍ଟି ହେବ : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ : ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ଏକ “ଗୁରୁତର” ପ୍ରସଙ୍ଗ ବୋଲି ଅଭିହିତ କରିବା ସହ ଏହାରି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ତରିକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ସୋମବାର ପରାମର୍ଶ ଦେଇଛନ୍ତି | ଯଦି...









