- Hits: 247
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସାଇପାଲି ସେବା ସମବାୟ ସମିତିର ୩ ଦିନ ଧରି ଚାଲିଥିବା ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ
ପଦ୍ମପୁର,(ଶାସକ ପ୍ରଶାସକ):ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ ସୋସାଇଟି କୁ ଚାଷୀ ମାନେ ଗତ ତା ୧୨ ୵ ୬ ରିଖ ଦିନ ତାଲାବନ୍ଦ କରି ଧାରଣା ରେ ବସିଥିଲେ । ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନ ରେ...